ଅ,ର,୍,ଘ,୍,ଯ,ଥ,ା,&...
Tripathy, Buni About the Book: "ଅର୍ଘ୍ୟଥାଳି" ବୁନୀ ତ୍ରିପାଠୀଙ୍କର ଦ୍ୱିତୀୟ ଗଳ୍ପ ସଂକଳନ। ଏହି ଗଳ୍ପ ସଙ୍କଳନରେ ତାଙ୍କ ଜୀବନର ଅନେକ ଅନୁଭବ ବିଭିନ୍ନ ଚରିତ୍ର ମାନଙ୍କ ମାଧ୍ୟମରେ ରୂପ ଲାଭ କରିଛି । ସମାଜର ନିତିଦିନିଆ ଜୀବନରେ ଘଟି ଯାଉଥିବା ଆଖପାଖର ଘଟଣାକୁ ନୂଆ ରୂପରେ ସେ ପାଠକ ମାନଙ୍କ ନିକଟରେ ପରସିଦେଇଛନ୍ତି ।